Share on Whatsapp
Share on Twitter
ଜୟ ଜଗନ୍ନାଥ ଓଡ଼ିଶା ଗ୍ରୁପ୍1️⃣
Spiritual-Devotional Whatsapp group Spiritual/Devotional India Whatsapp group India Hindi Whatsapp group Hindi
2020-04-10 07:17:39
*ଗ୍ରୁପର ନିୟନିୟମାବଳୀ*

*ପ୍ରଥମ ନିୟମ*
 ଗ୍ରୁପର ନାମ ବଦଳାଅ ନାହିଁ

*ଦ୍ବିତୀୟ ନିୟମ* 
 !! ଥରେ ପଠା ଯାଇଥିବା ଫଟୋ ,ମେସେଜ, ଭିଡ଼ିଓକୁ ବାରମ୍ବାର ପଠାଇବେ ନାହିଁ ।

*ତୃତୀୟ ନିୟମ* 
ଅନାବଶ୍ୟକ ଭିଡିଓ, ଅଶ୍ଳୀଳ ଭିଡ଼ିଓ, ଫଟୋ, GIF, ଭଗବାନଙ୍କ ରାଣ ବାଲା ମେସେଜ, । ଏବଂ କୌଣସି ଅଦରକାରୀ ସାମଗ୍ରୀର  ପ୍ରଚାର ପ୍ରସାର କରନ୍ତୁ ନାହିଁ ଗ୍ରୁପରେ ! 

*ଚତୁର୍ଥ ନିୟମ*
ଗ୍ରୁପର ସଦସ୍ୟମାନେ କେହି କାହାରିକୁ ଅସମ୍ମାନ କରନ୍ତୁ ନାହିଁ ।  ଗ୍ରୁପର ମର୍ଯ୍ୟାଦା ରକ୍ଷା କରନ୍ତୁ । ଏବଂ  ସମସ୍ତ ସଦସ୍ୟଙ୍କୁ ଉତ୍ତମ ବନ୍ଧୁ ଭାବରେ ଗ୍ରହଣ କରନ୍ତୁ !!                

*ପଞ୍ଚମ ନିୟମ*
କୌଣସି କଟୁ ମନ୍ତବ୍ୟ କାହାକୁ ଦିଅ ନାହିଁ l
ଜୟ ଜଗନ୍ନାଥ ଓଡ଼ିଶା ଗ୍ରୁପ୍1️⃣
Join group Share group
Share on Whatsapp Share on Twitter

* Report this group

Relate Groups

Load more group