Odisha Biju Janta Dal

*ଗ୍ରୁପର ନିୟନିୟମାବଳୀ* *ପ୍ରଥମ ନିୟମ* ଗ୍ରୁପର ନାମ ବଦଳାଅ ନାହିଁ *ଦ୍ବିତୀୟ ନିୟମ* !! ଥରେ ପଠା ଯାଇଥିବା ଫଟୋ ,ମେସେଜ, ଭିଡ଼ିଓକୁ ବାରମ୍ବାର ପଠାଇବେ ନାହିଁ । *ତୃତୀୟ ନିୟମ* ଅନାବଶ୍ୟକ ଭିଡିଓ, ଅଶ୍ଳୀଳ ଭିଡ଼ିଓ, ଫଟୋ, GIF, ଭଗବାନଙ୍କ ରାଣ ବାଲା ମେସେଜ, । ଏବଂ କୌଣସି ଅଦରକାରୀ ସାମଗ୍ରୀର ପ୍ରଚାର ପ୍ରସାର କରନ୍ତୁ ନାହିଁ ଗ୍ରୁପରେ ! *ଚତୁର୍ଥ ନିୟମ* ଗ୍ରୁପର ସଦସ୍ୟମାନେ କେହି କାହାରିକୁ ଅସମ୍ମାନ କରନ୍ତୁ ନାହିଁ । ଗ୍ରୁପର ମର୍ଯ୍ୟାଦା ରକ୍ଷା କରନ୍ତୁ । ଏବଂ ସମସ୍ତ ସଦସ୍ୟଙ୍କୁ ଉତ୍ତମ ବନ୍ଧୁ ଭାବରେ ଗ୍ରହଣ କରନ୍ତୁ !! *ପଞ୍ଚମ ନିୟମ* କୌଣସି କଟୁ ମନ୍ତବ୍ୟ କାହାକୁ ଦିଅ ନାହିଁ l
* Report this group X